୧୯୯୦ ବିଧାନସଭା ନିର୍ବାଚନ, ଜାନକୀ ବଲ୍ଲଭ ପଟ୍ଟନାୟକ ଓ ସଭା ପେଣ୍ଡାଲ

୧୯୮୯ ମସିହା ଆରମ୍ଭବେଳକୁ ଅବିଭକ୍ତ ପୁରୀଜିଲ୍ଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଆୟାତ୍ତାଧୀନ ଥାଏ; ମାତ୍ର ଶେଷଆଡ଼କୁ ରାଜ୍ୟସଭା ନିର୍ବାଚନ ଆସିଯିବା ନେଇ ସବୁଆଡ଼େ ଦଳଗତ ପ୍ରତିଦ୍ୱନ୍ଦ୍ଵିତା ଆରମ୍ଭ ହୋଇଯାଇଥାଏ। ସେତେବେଳକୁ ଓଡ଼ିଶାରେ ଜାନକୀ ବଲ୍ଲଭ ପଟ୍ଟନାୟକ ୯ବର୍ଷ କାଳ ଶାସନ କରିସାରିଥାନ୍ତି। ରାଜୀବ ଗାନ୍ଧି ଭାରତର ପ୍ରଧାନମନ୍ତ୍ରୀତ୍ୱରୁ ବିଦାୟ ନେଲାପରେ ଜନତା ଦଳ ‘United Front’ ଗଠନ ଦେଶର ରାଜନୀତିରେ ସରଗରମ ହାୱା ବହୁଥାଏ। ଓଡ଼ିଶାରେ ମଧ୍ୟ ସେଇ ଅବସ୍ଥା। କଂଗ୍ରେସ ସରକାର ବିଭିନ୍ନ କାରଣରୁ ଲୋକପ୍ରିୟତା … Continue reading ୧୯୯୦ ବିଧାନସଭା ନିର୍ବାଚନ, ଜାନକୀ ବଲ୍ଲଭ ପଟ୍ଟନାୟକ ଓ ସଭା ପେଣ୍ଡାଲ