ବର୍ଷଟି ଥିଲା ୧୯୮୯ । ପ୍ରଧାନମନ୍ତ୍ରୀ ଥିଲେ ରାଜୀବ ଗାନ୍ଧୀ। ଦେଶରେ ହିନ୍ଦୁତ୍ୱର ପ୍ରସଙ୍ଗ ଜୋର ଧରିଥିଲା। ଶାହ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଓଲଟାଇ ଦେବା ପରେ, ରାଜୀବ ଗାନ୍ଧୀ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିରର ତାଲା ଖୋଲି ସାରିଥିଲେ। ଅନ୍ୟପକ୍ଷରେ, ବିଜେପି ଏବଂ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଘୋଷଣା କରିଥିଲେ। ଶିଳାନ୍ୟାସ ତାରିଖ ମଧ୍ୟ ସ୍ଥିର ହୋଇଥିଲା। କିଛି ଦିନ ମଧ୍ୟରେ ଦେଶରେ ନିର୍ବାଚନ ମଧ୍ୟ ହେବାକୁ … Continue reading 1989 Bhagalpur Violence: Bodies buried under cabbage fields, death toll crosses 1,000 ।। ୧୯୮୯ ଭାଗଲପୁର ହିଂସା: କୋବି କ୍ଷେତ ତଳେ ପୋତି ହୋଇ ଥିଲା ଶବ, ମୃତ୍ୟୁ ସଂଖ୍ୟା ୧୦୦୦ ପାରକରିଥିଲା
Copy and paste this URL into your WordPress site to embed
Copy and paste this code into your site to embed