ଜୋକୋଭିକଙ୍କ ବିପକ୍ଷରେ ଖେଳିଥିବା ନିଶେଷ ବାସଭାରେଡ୍ଡୀ କିଏ?

Indian-origin fanboy: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନରେ ପ୍ରସିଦ୍ଧ ଖେଳାଳି ନୋଭାକ ଜୋକୋଭିକ୍‍ ପ୍ରଥମ ରାଉଣ୍ଡରେ ନିଶେଷ ବାସଭାରେଡ୍ଡୀ ନାମକ ଜଣେ ଖେଳାଳିଙ୍କୁ ଭେଟିଥିଲେ। ଅବଶ୍ୟ ଜୋକୋଭିକ୍‍ ଏହି ମ୍ୟାଚ୍‍ ଜିତିଥିଲେ। ହେଲେ ଲଢୁଆ ପ୍ରଦର୍ଶନ ବଳରେ ନିଶେଷ ବହୁ ଟେନିସ ପ୍ରେମୀଙ୍କୁ ଆକର୍ଷିତ କରିଥିଲେ। ୨୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ସାରିଥିବା ଜୋକୋଭିକଙ୍କ ଭଳି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳିଙ୍କ ବିପକ୍ଷରେ ପ୍ରଥମ ସେଟ ଜିତି ନିଶେଷ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଥିଲେ। ମ୍ୟାଚ … Continue reading ଜୋକୋଭିକଙ୍କ ବିପକ୍ଷରେ ଖେଳିଥିବା ନିଶେଷ ବାସଭାରେଡ୍ଡୀ କିଏ?