19 thousand per week, Chandi shines brighter than gold ।। ସପ୍ତାହକରେ ୧୯ ହଜାର ମହଙ୍ଗା ,ସୁନାଠୁ ବି ଅଧିକ ଚମକୁଛି ଚାନ୍ଦି

ବର୍ଷକରେ ରୁପା ଦର ୭୮ ହଜାର ବଢ଼ିଛି ସପ୍ତାହକରେ ୧୯ ହଜାର ମହଙ୍ଗା । ସୁନାଠୁ ବି ଅଧିକ ଚମକୁଛି ଚାନ୍ଦି ଘରୋଇ ବଜାରରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ସୁନା ଏବଂ ରୁପା ଦର ଦୈନିକ ଭାଙ୍ଗୁଛି ରେକର୍ଡ । ଇତିହାସ କଲାଣି ସୁନା ଓ ରୁପା ଦର। ବଜାର ଦରରେ ଲାଗୁନି ଲଗାମ୍। ବର୍ତ୍ତମାନ ପରିସ୍ଥିତି ଏମିତି ଯେ ସୁନାକୁ ବି ବଳିଗଲାଣି ରୁପାର ଚାହିଦା। ସୁନାଠୁ ବି ଅଧିକ ଚମକୁଛି ଚାନ୍ଦି। … Continue reading 19 thousand per week, Chandi shines brighter than gold ।। ସପ୍ତାହକରେ ୧୯ ହଜାର ମହଙ୍ଗା ,ସୁନାଠୁ ବି ଅଧିକ ଚମକୁଛି ଚାନ୍ଦି