17th century inscription deciphered in Odisha Rayagada।। ରାୟଗଡ଼ାରୁ ମିଳିଲା ୧୭ଶ ଶତାବ୍ଦୀର ତାମ୍ରଫଳକ

ରାୟଗଡା ଜିଲ୍ଲାର ଗୁଣୁପୁରରୁ ଆବିଷ୍କୃତ ହୋଇଛି ୧୭ଶ ଶତାବ୍ଦୀର ଏକ ତାମ୍ରଫଳକ ଲିପି, ଏହାଦ୍ୱାରା ଦକ୍ଷିଣ ଓଡ଼ିଶାର ଇତିହାସ ବିଷୟରେ ଅଧିକ ଜାଣି ହେବ ବୋଲି ଆଶା କରାଯାଉଛି। ୧୬୪୯ ଖ୍ରୀଷ୍ଟାବ୍ଦରେ ନିର୍ମିତ ଏହି ତାମ୍ର ଲିପିକୁ ଗୁରୁବାର ଦିନ ଶିଳାଲେଖକାର ବିଷ୍ଣୁମୋହନ ଅଧିକାରୀଙ୍କ ଦ୍ୱାରା ପାଠ କରାଯାଇଥିଲା। ଯାହାକି ନନ୍ଦପୁରର ସୂର୍ଯ୍ୟ ଶଙ୍କର ରାଜବଂଶର ମହାରାଜା ଏଲକେ ଦେବଙ୍କ ଦ୍ୱାରା ପ୍ରକାଶିତ ହୋଇଥିବା ଜଣାପଡ଼ିଛି, ଏହି ତାମ୍ରଫଳକରେ ଜଣେ ଧାର୍ମିକ ନେତା ମହନ୍ତ ସହଜ ରାମ … Continue reading 17th century inscription deciphered in Odisha Rayagada।। ରାୟଗଡ଼ାରୁ ମିଳିଲା ୧୭ଶ ଶତାବ୍ଦୀର ତାମ୍ରଫଳକ