ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ ଦାୟିତ୍ୱରେ ରହିବେ ୧୬ ବରିଷ୍ଠ ଆଇଏଏସ୍ ଅଧିକାରୀ

IAS: ଏହି ବରିଷ୍ଠ ଅଧିକାରୀମାନେ ଏଡିପି ଓ ଏବିପି ଅଧୀନରେ ହୋଇଥିବା ଯୋଜନାର ଅଗ୍ରଗତି ସମୀକ୍ଷା କରିବେ ବୋଲି ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ନିତି ଆୟୋଗର ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ଏଡିପି) ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ (ଏବିପି) ଅଧୀନରେ ରାଜ୍ୟ ସରକାର ୧୬ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଆକାଂକ୍ଷୀ ଜିଲ୍ଲା ଦାୟିତ୍ୱରେ ଥିବା ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଏହି ବରିଷ୍ଠ ଅଧିକାରୀମାନେ ଏଡିପି ଓ ଏବିପି … Continue reading ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ ଦାୟିତ୍ୱରେ ରହିବେ ୧୬ ବରିଷ୍ଠ ଆଇଏଏସ୍ ଅଧିକାରୀ