ସରକାରଙ୍କ ସେହି ୧୬ ଯୋଜନା ଯାହା ଲୋକଙ୍କ ଭାଗ୍ୟ ବଦଳାଇଦେବ!

16 Schemes: ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ୧୬ଟି ନୂଆ ଯୋଜନା ଘୋଷଣା କରିଛନ୍ତି। ଏହି ୧୬ ଯୋଜନା ମାଧ୍ୟମରେ ମୋହନ ସରକାର ରାଜ୍ୟର ୯ ସ୍ତମ୍ଭକୁ ସୁଦୃଢ଼ କରିବାକୁ ଚାହୁଁଛନ୍ତି।  ରାଜ୍ୟବାସୀଙ୍କ ଭାଗ୍ୟ ବଦଳାଇବା ତଥା ବିଜେପି ସରକାର ଉପରେ ଲୋକଙ୍କ ଆସ୍ଥା ବୃଦ୍ଧି ଲାଗି ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ୧୬ଟି ନୂଆ ଯୋଜନା ଘୋଷଣା କରିଛନ୍ତି। ସୋମବାର ବିଧାନସଭାରେ ବଜେଟ୍‍ ଉପସ୍ଥାପନ କରିବା ସମୟରେ ଏହି ବିଷୟକୁ ଗୁରୁତ୍ୱ ଦେଇଛନ୍ତି … Continue reading ସରକାରଙ୍କ ସେହି ୧୬ ଯୋଜନା ଯାହା ଲୋକଙ୍କ ଭାଗ୍ୟ ବଦଳାଇଦେବ!