ଓଡ଼ିଶାରେ ଚଳିତ ଋତୁରେ ନିଆଁ ଲିଭାଇବା ପାଇଁ ୧୫.୭ ହଜାର କିଲୋମିଟର ଅଗ୍ନିଶମ ଲାଇନ ଚିହ୍ନଟ

Forest fire: ଓଡ଼ିଶାରେ ଚଳିତ ଋତୁରେ ଜଙ୍ଗଲ ନିଆଁ ଲିଭାଇବା ପାଇଁ ୧୫.୭ ହଜାର କିଲୋମିଟର ଅଗ୍ନିଶମ ଲାଇନ ପ୍ରସ୍ତୁତ କରାଯାଇଛି। ଜାନୁଆରୀ ପହିଲାରୁ ଜଙ୍ଗଲ ନିଆଁ ଋତୁ ଆରମ୍ଭ ହେବା ପରେ ଓଡ଼ିଶାରେ ବିଭିନ୍ନ ଡିଭିଜନରୁ ଅଗ୍ନିକାଣ୍ଡ ଘଟିବା ଆରମ୍ଭ ହୋଇଛି। ବିଭିନ୍ନ ବନ୍ୟପ୍ରାଣୀ ଓ ଆଞ୍ଚଳିକ ଡିଭିଜନରେ ପ୍ରାୟ ୧୫,୭୨୩ କିଲୋମିଟର ଅଗ୍ନିଶମ ଲାଇନ ସୃଷ୍ଟି କରାଯାଉଥିବା ବେଳେ ଚଳିତ ବର୍ଷ ଜଙ୍ଗଲ ନିଆଁ ଲିଭାଇବା ପାଇଁ ୧,୬୩୦ କିଲୋମିଟର ଲାଇନକୁ ସୁଦୃଢ଼ କରାଯାଉଛି … Continue reading ଓଡ଼ିଶାରେ ଚଳିତ ଋତୁରେ ନିଆଁ ଲିଭାଇବା ପାଇଁ ୧୫.୭ ହଜାର କିଲୋମିଟର ଅଗ୍ନିଶମ ଲାଇନ ଚିହ୍ନଟ