ପିଏମ୍‍ ସୂର୍ଯ୍ୟଘର ଯୋଜନାରେ ୧୪୩୩ ହିତାଧିକାରୀ

PM Surya Ghar Yojana: ଚଳିତ ବର୍ଷ ଜାନୁଆରୀ ୨୪ ତାରିଖ ସୁଦ୍ଧା ରାଜ୍ୟରେ ମାତ୍ର ୧୪୩୩ ଜଣ ଏହି ଯୋଜନାରେ ନିଜ ଘରର ଛାତ ଉପରେ ସୌର ପ୍ୟାନେଲ ଲଗହେବ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ସତ୍ୱେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୪୩୩ ଜଣ ଏହି ଯୋଜନାରେ ନିଜ ଘରର ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରିଛନ୍ତି । ଓଡିଶାରେ ଏହି ଯୋଜନାର କାର୍ଯ୍ୟକାରିତା … Continue reading ପିଏମ୍‍ ସୂର୍ଯ୍ୟଘର ଯୋଜନାରେ ୧୪୩୩ ହିତାଧିକାରୀ