କୃଷିର ବିକାଶ ପାଇଁ ୧୩୦୦ କୋଟି ନିବେଶ

୧୭ଟି ଏମଓୟୁ ସ୍ୱାକ୍ଷରିତ ଖୋଲିବ ୫୮ ଶୀତଳ ଭଣ୍ଡାର ଜୈବିକ ଓ ଜଳବାୟୁ ସହନଶୀଳ କୃଷିକୁ ପ୍ରାଧାନ୍ୟ; ସିଂହଦେଓ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦୁଇଦିନ ଧରି ଚାଲିଥିବା ଉତ୍କର୍ଷ ଓଡ଼ିଶାର ଦ୍ୱିତୀୟ ଦିବସର ପ୍ରଥମ ଅଧିବେଶନରେ ‘କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ- ଓଡ଼ିଶାରେ ନିରନ୍ତର ଖାଦ୍ୟ ଓ ଅଭିବୃଦ୍ଧି’ ଶୀର୍ଷକ ଆଲୋଚନା ହୋଇଯାଇଛି । ଏହି ଅଧିବେଶନରେ ମୋଟ ୧୭ଟି ଏମ୍‌ଓୟୁ ସ୍ୱାକ୍ଷରିତ ହେବା ସହ ପ୍ରାୟ ୧୨୮୯ କୋଟି ଟଙ୍କାର ନିବେଶ ପାଇଁ ନିବେଶକମାନେ … Continue reading କୃଷିର ବିକାଶ ପାଇଁ ୧୩୦୦ କୋଟି ନିବେଶ