ଆସନ୍ତା ୧୦ ଦିନ ପାଇଁ ୧୩ ଯୋଡ଼ା ଟ୍ରେନ୍ ବାତିଲ୍; ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା || 13 pairs of trains cancelled for next 10 days; know the complete list

ଦକ୍ଷିଣ ପୂର୍ବ ରେଳପଥ ଏବଂ ପୂର୍ବ ଉପକୂଳ ରେଳପଥ ଅଧୀନରେ ଯାତ୍ରା କରୁଥିବା ରେଳଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରେଳ ଭିତ୍ତିଭୂମିର ବିକାଶ, ସୁରକ୍ଷା ବ୍ୟବସ୍ଥାର ଆଧୁନିକୀକରଣ ଏବଂ ଖଡ଼ଗପୁର ମଣ୍ଡଳ ଅନ୍ତର୍ଗତ ବାଲେଶ୍ୱର ରେଳ ଷ୍ଟେସନ୍‌ରେ ୟାର୍ଡ ରିମୋଡେଲିଂ କାର୍ଯ୍ୟ ପାଇଁ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ୧୩ ଯୋଡ଼ା (ସମୁଦାୟ ୨୬ଟି) ପ୍ରମୁଖ ଟ୍ରେନ୍ ଚଳାଚଳକୁ ସମ୍ପୂର୍ଣ୍ଣ ବାତିଲ୍ କରାଯାଇଛି। ନାରାୟଣଗଡ଼-ଭଦ୍ରଖ ତୃତୀୟ ଲାଇନ୍ ପ୍ରକଳ୍ପ ସହ ଯୋଡ଼ା ହୋଇଥିବା … Continue reading ଆସନ୍ତା ୧୦ ଦିନ ପାଇଁ ୧୩ ଯୋଡ଼ା ଟ୍ରେନ୍ ବାତିଲ୍; ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା || 13 pairs of trains cancelled for next 10 days; know the complete list