13 Districts Likely To Witness Heavy Rainfall ।। ଆସନ୍ତା କାଲିଠୁ ପୁଣି ବଢିବ ବର୍ଷା, ଏହିସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତା କାଲିଠାରୁ ରାଜ୍ୟରେ ପୁଣି ବଢିବ ବର୍ଷା। ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଆଖପାଖ ପଡ଼ୋଶୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ରହିଛି । ଉତ୍ତର ଛତିଶଗଡ଼ ଏବଂ ଏହାର ଆଖପାଖ ଅଞ୍ଚଳରେ ଏହା ବ୍ୟାପିଛି । ଏହା ସହିତ ମୌସୁମୀ ବାୟୁ ଏବେ ଦକ୍ଷିଣ-ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଆଡକୁ ଗତି କରୁଛି। ଯାହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି ରହିଛି । ଆଜି ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସହ କାଳବୈଶାଖୀର … Continue reading 13 Districts Likely To Witness Heavy Rainfall ।। ଆସନ୍ତା କାଲିଠୁ ପୁଣି ବଢିବ ବର୍ଷା, ଏହିସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି