ଟାଇମ୍‍ପାସ୍‍ ପୁସ୍ତକପର୍ବରେ ୧୨ଖଣ୍ଡ ଗ୍ରନ୍ଥାବଳୀ ଲୋକାର୍ପିତ || 12 volumes of books dedicated to the public at the Timepass Book Festival

ନିର୍ଭୀକ, ସ୍ପଷ୍ଟ ଏବଂ ସମାଜର ତଥାକଥିତ ବଡ଼ଲୋକଙ୍କ ଔଦ୍ଧତ୍ୟ ବିରୁଦ୍ଧରେ ବିବୁଧରଞ୍ଜନଙ୍କ ବାର୍ତ୍ତା ଖୁବ୍ ଶାଣିତ! ଟାଇମପାସ ପ୍ରକାଶନ ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର ପୁସ୍ତକପର୍ବରେ ଲୋକାର୍ପିତ ହୋଇଯାଇଛି ବିଶିଷ୍ଟ ଲେଖକ ଡକ୍ଟର ବିବୁଧରଞ୍ଜନଙ୍କ ୫୬ଟି ପୁସ୍ତକକୁ ନେଇ ୧୨ଖଣ୍ଡ ଗ୍ରନ୍ଥାବଳୀ! ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସୂଚନା କମିଶନର ତଥା ଅବସରପ୍ରାପ୍ତ ବରିଷ୍ଠ ଆଇ.ପି.ଏସ. ଅଧିକାରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ କହିଥିଲେ ଯେ ନିର୍ଭୀକ, ସ୍ପଷ୍ଟ ଏବଂ ସମାଜର ତଥାକଥିତ ବଡ଼ଲୋକଙ୍କ … Continue reading ଟାଇମ୍‍ପାସ୍‍ ପୁସ୍ତକପର୍ବରେ ୧୨ଖଣ୍ଡ ଗ୍ରନ୍ଥାବଳୀ ଲୋକାର୍ପିତ || 12 volumes of books dedicated to the public at the Timepass Book Festival