ବିଭୁ ପ୍ରସାଦ ତ୍ରିପାଠୀଙ୍କ ସମେତ ୧୨ ଜଣଙ୍କୁ ବରିଷ୍ଠ ଆଇନଜୀବୀ ପାହ୍ୟା ପ୍ରଦାନ କଲେ ହାଇକୋର୍ଟ
ଓଡ଼ିଶା ହାଇକୋର୍ଟର ଜଣାଶୁଣା ଆଇନଜୀବୀ ତଥା ଅଖିଳ ଓଡ଼ିଶା ଓକିଲ ସଂଘର ସଭାପତି ବିଭୁ ପ୍ରସାଦ ତ୍ରିପାଠୀ ଓ ଅନ୍ୟ ୧୨ ଜଣଙ୍କୁ ରାଜ୍ୟରେ ବରିଷ୍ଠ ଆଇନଜୀବୀ ଭାବେ ନିଯୁକ୍ତି ଦିଆଯାଇଛି। ତ୍ରିପାଠୀଙ୍କ ସମେତ ୧୩ ଜଣ ଓକିଲଙ୍କୁ ଏହି ମାନ୍ୟତା ପ୍ରଦାନ ନେଇ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ବିଜ୍ଞପ୍ତି ଜାରି କରିଛନ୍ତି। ବରିଷ୍ଠ ଆଇନଜୀବୀ ଭାବେ ମନୋନୀତ ହୋଇଥିବା ଅନ୍ୟ ଆଇନଜୀବୀମାନେ ହେଲେ ସଞ୍ଜୟ କୁମାର ଆଚାର୍ଯ୍ୟ, ଅନୁପ କୁମାର ବୋଷ, ବଂଶୀଧର ବାଗ, … Continue reading ବିଭୁ ପ୍ରସାଦ ତ୍ରିପାଠୀଙ୍କ ସମେତ ୧୨ ଜଣଙ୍କୁ ବରିଷ୍ଠ ଆଇନଜୀବୀ ପାହ୍ୟା ପ୍ରଦାନ କଲେ ହାଇକୋର୍ଟ
Copy and paste this URL into your WordPress site to embed
Copy and paste this code into your site to embed