ଉତ୍ସବର କୋଳାହଳ ଓ ଉଲ୍ଲାସ ମଧ୍ୟରେ ରାଜ୍ୟରେ ଘଟିଯାଇଛି ଏକ ବଡ଼ ଅଘଟଣ। ପ୍ରଭୁ ଗଜାନନଙ୍କ ବିସର୍ଜନ ଶୋଭାଯାତ୍ରା ସମୟରେ ଓଡ଼ିଶାର ପାଞ୍ଚଟି ଭିନ୍ନ ଭିନ୍ନ ଜିଲ୍ଲାରେ ପାଣିରେ ବୁଡ଼ି ଅତିକମରେ ୧୨ ଜଣଙ୍କର ପ୍ରାଣହାନି ଘଟିଛି। ଏହି ମୃତକଙ୍କ ମଧ୍ୟରେ ୬ ଜଣ ନାବାଳକ ଓ ନାବାଳିକା ଥିବା ଜଣାପଡ଼ିଛି। ଜଗତସିଂହପୁର, ଗଞ୍ଜାମ, ସୁନ୍ଦରଗଡ଼, ଭଦ୍ରକ ଏବଂ କୋରାପୁଟ ଜିଲ୍ଲାରୁ ଏଭଳି ହୃଦୟବିଦାରକ ଖବର ସାମ୍ନାକୁ ଆସିବା ପରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। … Continue reading ଓଡ଼ିଶାର ୫ ଜିଲ୍ଲାରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡ଼ି ୧୨ ଜଣଙ୍କ ମୃତ୍ୟୁ, ଆନନ୍ଦ ଉଲ୍ଲାସ ମଧ୍ୟରେ ଶୋକାକୁଳ ହେଲା ପରିବେଶ || 12 people drowned during Ganesh idol immersion across five districts of Odisha; the atmosphere turned somber amidst the festivities.
Copy and paste this URL into your WordPress site to embed
Copy and paste this code into your site to embed