କଣ୍ଟାବାଞ୍ଜି ଷ୍ଟେସନରେ ଆତଙ୍କ, ରେଳ ୱାଗନରୁ ୧୨ ଅଫୁଟା ବୋମା ଜବତ

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନର ଏକ ରେଳ ୱାଗନରୁ ବୋମା ଜବତ। ୧୨ଟି ଅଫୁଟା ବୋମା ଜବତ ହୋଇଛି । ଜବତ କରିଛି ରେଲଓ୍ବେ ଅଧିକାରୀ ।ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରେ ପ୍ରତିଦିନ ଆସୁଥିବା ରେଳ ୱାଗନକୁ ଯାଞ୍ଚ କରାଯାଇଥାଏ । ରବିବାର ଏକ ଟ୍ରେନ୍ କଣ୍ଟାବାଞ୍ଜି ଷ୍ଟେସନକୁ ଆସିଥିବା ବେଳେ ଗୋଟିଏ ୱାଗନରେ ୧୨ଟି ବୋମା ଥିବା ଅଧିକାରୀ ମାନେ ଦେଖିବାକୁ ପାଇଥିଲେ । ପରେ ଏହାକୁ ଜବତ କରିଥିଲେ ରେଲଓ୍ବେ … Continue reading କଣ୍ଟାବାଞ୍ଜି ଷ୍ଟେସନରେ ଆତଙ୍କ, ରେଳ ୱାଗନରୁ ୧୨ ଅଫୁଟା ବୋମା ଜବତ