ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ୍ୟୁ: ଚାଷୀଙ୍କ ପାଇଁ ମୃତ୍ୟୁଶଯ୍ୟା ପାଲଟିଛି କି ଓଡ଼ିଶା?

Farmer Death: କଟକ ସୁମଣ୍ଡି ଗାଁରେ ଫସଲ ନଷ୍ଟ ହେଉଥିବା ଦେଖି ଆଉ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ଓଡ଼ିଶାରେ ଅଦିନିଆ ବର୍ଷା ଓ ଫସଲ ନଷ୍ଟ ଯୋଗୁଁ ଅନେକ ଚାଷୀଙ୍କ ମୃତ୍ୟୁ ଘଟିଛି। କଟକ ଜିଲ୍ଲା ବାରଙ୍ଗ ବ୍ଲକ ଉସୁମା ପଞ୍ଚାୟତ ଅନ୍ତର୍ଗତ ସୁମଣ୍ଡି ଗ୍ରାମରେ ଫସଲ ନଷ୍ଟ ହୋଇଥିବା ଦେଖି ସୋମବାର ଆଉ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ଗତ ମାସରେ ହୋଇଥିବା ଅଦିନିଆ ଓ ଲଘୁଚାପ ଜନିତ ବର୍ଷା ପରେ ଓଡ଼ିଶାରେ ଚାଷୀ … Continue reading ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତ୍ୟୁ: ଚାଷୀଙ୍କ ପାଇଁ ମୃତ୍ୟୁଶଯ୍ୟା ପାଲଟିଛି କି ଓଡ଼ିଶା?