ଧନୁଯାତ୍ରାରେ କଳାକାରଙ୍କୁ ଚଳିତ ବର୍ଷଠାରୁ ମିଳିବ ୧୦ ହଜାର ଟଙ୍କା ସହାୟତା: ସୂର୍ଯ୍ୟବଂଶୀ ସୁରଜ
ବରଗଡ଼ରେ ଧନୁଯାତ୍ରାରେ ଭାଗ ନେଇଥିବା କଳାକାରମାନଙ୍କୁ ଚଳିତ ବର୍ଷଠାରୁ ପ୍ରଥମ ଥର ପାଇଁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମିଳିବ। ବିଶ୍ୱର ସର୍ବବୃହତ ଓପନ୍ ଏୟାର ଥିଏଟରରେ ଅଭିନୟ କରୁଥିବା ୧୭୦ରୁ ଅଧିକ କଳାକାର ଏହି ସହାୟତା ଦ୍ୱାରା ଉପକୃତ ହେବେ। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଧନୁଯାତ୍ରା-୨୦୨୫ରେ ଭାଗ ନେଉଥିବା ୧୭୦ ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି … Continue reading ଧନୁଯାତ୍ରାରେ କଳାକାରଙ୍କୁ ଚଳିତ ବର୍ଷଠାରୁ ମିଳିବ ୧୦ ହଜାର ଟଙ୍କା ସହାୟତା: ସୂର୍ଯ୍ୟବଂଶୀ ସୁରଜ
Copy and paste this URL into your WordPress site to embed
Copy and paste this code into your site to embed