ଡେବ୍ରିଗଡ଼ ଅଭୟାରଣର ୧୦୦ କିଲୋମିଟର ‘ଶକ୍ ଫ୍ରି’ ଜୋନ୍ ଘୋଷଣା

Debrigarh sanctuary: ଚୋରା ଚାଲାଣ ରୋକିବା ଏବଂ ନୂଆ ସୁରକ୍ଷା ବ୍ୟବସ୍ଥାର ଅନୁପାଳନ ସୁନିଶ୍ଚିତ ପାଇଁ ଏହି ଟିମ୍ ୨୪ ଘଣ୍ଟିଆ କାର୍ଯ୍ୟ କରିବେ। ବନ୍ୟଜନ୍ତୁଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁକୁ ରୋକିବା ପାଇଁ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ସୀମାନ୍ତରେ ଥିବା ୨ କିଲୋମିଟର ରାସ୍ତାକୁ ବନ ବିଭାଗ ସହଯୋଗରେ ଅଭୟାରଣ୍ୟ ଉପକଣ୍ଠରେ ଥିବା ୬୮ଟି ଗ୍ରାମ ‘ଶକ୍ ଫ୍ରି’ ଜୋନ୍ ଘୋଷଣା କରିଛନ୍ତି। ଗତ ଏକ ଦଶନ୍ଧି ମଧ୍ୟରେ ବାଘ ଓ ଚିତାବାଘ ଭଳି ଅନୁସୂଚୀ-୧ ପ୍ରଜାତିର … Continue reading ଡେବ୍ରିଗଡ଼ ଅଭୟାରଣର ୧୦୦ କିଲୋମିଟର ‘ଶକ୍ ଫ୍ରି’ ଜୋନ୍ ଘୋଷଣା