ବରପାଲି କଲେଜରେ ପ୍ରଶ୍ନପତ୍ର ଲିକ୍ ଘଟଣାରେ ୧୦ ଜଣ ଛାତ୍ରଙ୍କ ସମେତ ୧୨ ଜଣ ଗିରଫ
ବରଗଡ଼ ଜିଲ୍ଲା ବରପାଲି କଲେଜରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ପୁଲିସ ୧୦ ଜଣ ଛାତ୍ର ଓ ଜଣେ କିରାଣୀଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ତୃତୀୟ ସେମିଷ୍ଟର ପରୀକ୍ଷାର ରାଜନୀତି ବିଜ୍ଞାନ ପ୍ରଶ୍ନପତ୍ରକୁ ଏକ ଜେରକ୍ସ ଦୋକାନରେ ଫଟୋକପି କରି ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି। ପରୀକ୍ଷା ସମୟରେ ସ୍ପେଶାଲ ସ୍କ୍ବାଡ୍ ପକ୍ଷରୁ ଯାଞ୍ଚ ବେଳେ ଏହି ଘଟଣା ସାମ୍ନାକୁ ଆସିବା ପରେ କଲେଜ ଅଧ୍ୟକ୍ଷ ଥାନାରେ ଅଭିଯୋଗ କରିଥିଲେ। ଅନୁସନ୍ଧାନରୁ … Continue reading ବରପାଲି କଲେଜରେ ପ୍ରଶ୍ନପତ୍ର ଲିକ୍ ଘଟଣାରେ ୧୦ ଜଣ ଛାତ୍ରଙ୍କ ସମେତ ୧୨ ଜଣ ଗିରଫ
Copy and paste this URL into your WordPress site to embed
Copy and paste this code into your site to embed