୧୦ ସାଟେଲାଇଟ୍ ଅନବରତ ଭାରତର ସୀମା ରକ୍ଷା କରୁଛନ୍ତି
ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଭାରତ ମହାକାଶ ଗବେଷଣା ସଂସ୍ଥା ( ଇସ୍ରୋ) ମୁଖ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ରାଷ୍ଟ୍ର ସୁରକ୍ଷା ତଥା ମହାକାଶରୁ ଶତ୍ରୁ ପକ୍ଷର ଚଳନ ବିଷୟରେ ଜଣାଇବା ଲାଗି ୧୦ ସାଟେଲାଇଟ ଅହୋରାତ୍ର କାମ କରୁଛନ୍ତି ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଭି ନାରାୟଣନ୍। ଆଗକୁ ୭୦୦୦ କିଲୋମିଟର ସାମୁଦ୍ରିକ ସୀମାକୁ ସୁରକ୍ଷା ଦେବା ଲାଗି ଆମକୁ ଆହୁରି ଅଧିକ ସାଟେଲାଇଟ୍ର ଆବଶ୍ୟକତା ରହିଛି ବୋଲି ସେ କହିବା ସହ ଡ୍ରୋନ ଏବଂ … Continue reading ୧୦ ସାଟେଲାଇଟ୍ ଅନବରତ ଭାରତର ସୀମା ରକ୍ଷା କରୁଛନ୍ତି
Copy and paste this URL into your WordPress site to embed
Copy and paste this code into your site to embed