୮ ମାସରେ ୧ ଲକ୍ଷ ୩୫ ହଜାର ମାମଲା ରୁଜୁ: ମୁଖ୍ୟମନ୍ତ୍ରୀ
Assembly: ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ କୌଣସି ବିଶୃଙ୍ଖଳା ଉପୁଜିଲେ ତୁରନ୍ତ ପଦକ୍ଷେପ ନେଉଛନ୍ତି। ବିଜେପି ଶାସନଭାର ଗ୍ରହଣ କରିବା ପରେ ଗତ ୮ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ଥାନାରେ ମୋଟ ୧,୩୫,୦୭୪ଟି ମାମଲା ରୁଜୁ ହୋଇଛି। ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ … Continue reading ୮ ମାସରେ ୧ ଲକ୍ଷ ୩୫ ହଜାର ମାମଲା ରୁଜୁ: ମୁଖ୍ୟମନ୍ତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed